Spread the love

ଆବୁଧାବୀ: ଚଳିତ ସିଜିନରେ ଆଇ.ପି.ଏଲର ମୋଟ ୬୦ଟି ମ୍ୟାଚ ଖେଳାଯିବ । ଏଯାବତ ଦୁବାଇରେ ୩ଟି ଦଳର ସମସ୍ତ ସଦସ୍ୟ ପହଞ୍ଚି ସାରିଥିବା ବେଳେ ଅନ୍ୟାନ୍ୟ ଦଳଗୁଡ଼ିକ ଖୁବ ଶୀଘ୍ର ପହଞ୍ଚିବେ ବୋଲି ଜଣାପଡ଼ିଛି । ତେବେ ଏହି ସମସ୍ତ ମ୍ୟାଚ୍‌ ଆବୁଧାବୀ, ଦୁବାଇ ଓ ଶାରଜାହାରେ ଖେଳାଯିବ । ସମସ୍ତ ଖେଳାଳିଙ୍କୁ ୬ଦିନ ପାଇଁ ସଂଙ୍ଗରୋଧରେ ରଖାଯିବ ।

LEAVE A REPLY

Please enter your comment!
Please enter your name here