Spread the love

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ୩ଟି ପଞ୍ଚାୟତକୁ ତିନିଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ପଜେଟିଭ୍ ସଂଖ୍ୟା ବଢିବା ଯୋଗୁ ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି । ତେବେ ବ୍ଲକର କିଆକଟା ,ପୁରୁଣାତିର ଓ ମାଧପୁର କୁ ତିନିଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ,କିଆକଟା ଥାନାର ୫ ଜଣ ପୋଲିସ କର୍ମଚାରୀ କରୋନା ପଜେଟିଭ୍ ଜଣା ପଡ଼ିବା ପରେ ସ୍ଥାନୀୟ ସରପଞ୍ଚ ସୋମନାଥ ମଲ୍ଲିକ ତିନିଦିନ ପାଇଁ ପଞ୍ଚାୟତକୁ ସମ୍ପୂର୍ଣ ବନ୍ଦ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here