Spread the love

କଟକ ; କଟକରେ କୋଭିଡ ଗାଇଡ ଲାଇନ ପାଳନ କରି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।କିନ୍ତୁ ଏହି ଗାଇଡ୍ ଲାଇନ୍ ଉଲଙ୍ଘନ କରାଯାଇଥିବା ଅଭିଯୋଗ ଆସିଛି । କୋଭିଡ଼ ଗାଇଡ୍ଲାଇନ୍ ଉଲ୍ଲଘଂନ ଅଭିଯୋଗରେ କଟକ କେଊଟ ସାହି ଅଞ୍ଚଳରେ ୨ଟି ରାକ୍ଷୀ ଦୋକାନ ଓ ଚୌଧୁରୀ ବଜାର ଅଞ୍ଚଳର ଗୋଟିଏ ହାର୍ଡୱାର ଦୋକାନରେ ମହାନଗର ନିଗମ ଓ ପୁରୀଘାଟ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଛି । କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ୩ଟି ଦୋକାନକୁ କଟକ ମହାନଗର ନିଗମ ପକ୍ଷରୁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here