Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୩୦୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୧୮୮୧ ସ୍ଥାନୀୟ ଆକ୍ରାନ୍ତ ସାମିଲ ଥିବାବେଳେ ୧୮୪୪ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୦୧୦୬୫୬୧ରେ ପହଞ୍ଚି ଯାଇଛି । ଏବେ ୨୮୭୧୯ଟି ମାମଲା ସକ୍ରିୟ ଥିବାବେଳେ ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୫୮ , ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୨୪, ବୌଦ୍ଧରୁ ୯, କଟକରୁ ୩୧୨, ଦେଓଗଡରୁ ଜଣେ, ଢେଙ୍କାନାଳରୁ ୧୩୨, ଗଜପତିରୁ ୨୯, ଗଞ୍ଜାମରୁ ୨୦୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୮୫, ଝାରସୁଗୁଡାରୁ ୫୯, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୨୨, କେନ୍ଦ୍ରାପଡାରୁ ୧୨୮, କେନ୍ଦୁଝରରୁ ୫୦, ଖୋର୍ଧାରୁ ୬୬୬, କୋରାପୁଟରୁ ୧୩୯, ମାଲକାନଗିରିରୁ ୩୨, ମୟୁରଭଞ୍ଜରୁ ୨୧୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୬୭, ନୂଆପଡାରୁ ୭୯, ପୁରୀରୁ ୧୩୬, ରାୟଗଡାରୁ ୧୩, ସମ୍ବଲପୁରରୁ ୮୩ ସୋନପୁରରୁ ୨୨ ଏବଂ ସୁନ୍ଦରଗଡରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here