Spread the love

ଭୁବନେଶ୍ୱର : ଆଜି ରାଜ୍ୟରେ ମୋଟ ୩୭୧୪ ଜଣ ମୋଟ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୭୪୪ ଜଣ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୩୯୭ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୨୪୨ଜଣ ଯାଜପୁରରୁ ୩୯୭ ଜଣ ପରୀରୁ ୨୦୧ଜଣ ମୟୁରଭଞ୍ଜରୁ ୧୫୨ଜଣ, ଝାରସୁଗୁଡାରୁ୧୧୭ ଜଣ , ବାଲେଶ୍ୱରରୁ୧୧୫ ଜଣ, କୋରାପୁଟରୁ ୧୧୫, କନ୍ଧମାଳରୁ ୧୦୦, ଜଗତସିଂହପୁରରୁ ୯୩, ଗଞ୍ଜାମରୁ ୯୨, କେନ୍ଦ୍ରାପଡ଼ାର ୁ୮୮, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୮୪, ବଲାଙ୍ଗିରିରୁ ୭୫, ଅନୁଗୁଳରୁ ୭୨, ସମ୍ବଲପୁରରୁ ୭୧, ନୟାଗଡ଼ରୁ ୭୦, କେନ୍ଦୁଝରରୁ ୬୦, ନବରଙ୍ଗପୁରରୁ ୫୯, ନୂଆପଡ଼ାରୁ ୫୩, କଳାହାଣ୍ଡିରୁ ୪୮, ଦେଓଗଡ଼ରୁ ୪୩, ଗଜପତିରୁ ୩୮, ଭଦ୍ରକରୁ ୩୪, ଢେ଼ଙ୍କାନାଳରୁ ୩୪, ମାଲକାନାଗିରିରୁ ୨୨, ବୌଧରୁ ୧୯ ଓ ରାୟଗଡ଼ାରୁ ମଧ୍ୟ ୧୭ଜଣ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ଏହି ସଂଖ୍ୟାକୁ ମିଶାଇ ମୋଟ ୧ଲକ୍ଷ ୨୫ ହଜାର ୭୩୮ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିାଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here