Spread the love

ମୁମ୍ବାଇ: ଗୁଗୁଲର ବହୁ ପ୍ରତିକ୍ଷୀତ ୪-ଏ ସ୍ମାର୍ଟ ଫୋନର ବଜାର ପ୍ରବେଶ ସୋମବାର ରାତି ୧୨ଟାରେ ହେବ ବୋଲି ଜଣାପଡ଼ିଛି । ଏହି ଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ପୂର୍ବରୁ ଗୁଗୁଲ ବଜାରକୁ ଛାଡ଼ିଥିବା ଫୋନ ଭଲ ବ୍ୟବସାୟ କରିଥିବାରୁ ୪-ଏ ମଧ୍ୟ ଗ୍ରାହକଙ୍କ ଦ୍ୱାରା ଆଦୃତ ହେବ ବୋଲି ଗୁଗୁଲ ଆଶା ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here