Spread the love

ସମ୍ବଲପୁର
ହୀରାକୁଦ ଡ୍ୟାମର ଆଉ ୪ଟି ଗେଟକୁ ବନ୍ଦ କରିଦିଆଯାଇଛି ।ବର୍ତ୍ତମାନ ୨୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ହରୀକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୨୫.୭୯ ଫୁଟ ରହିଛି । ଡ୍ୟାମକୁ ୪୩୭୬୪୩ କ୍ୟୁସେକ ଜଳ ପଶୁଥିବାବେଲେ ୫୧୩୮୮୧ କ୍ୟୁସେକ ଜଳ ନିଷ୍କାସିନ ହେଉଛି । କଟକ ମୁଣ୍ଡଳୀରେ ୯୭୯୭୧୫ ଜଳ ପ୍ରବାହିତ ହେଉଛି ।

LEAVE A REPLY

Please enter your comment!
Please enter your name here