Spread the love

ଭୁବନେଶ୍ୱର :ଆଜି ଖଣ୍ଡଗିରି ନିକଟରୁ ସାଢ଼େ ୫କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ ଚାଳାଣ ସମୟରେ ଗଞ୍ଜେଇ ଜବତ ହୋଇଛି । ଆନ୍ଧ୍ରରୁ ବିହାର ଯାଇଥିବା ସମୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଟ୍ରକ ଟିକୁ ଜବତ କରାଯାଇଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ଲକ୍ଷ ଟଙ୍କା ହେବ ।

LEAVE A REPLY

Please enter your comment!
Please enter your name here