Spread the love

କଟକ
ଆଜି ସିଲଭର ସିଟି କଟକରୁ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣଙ୍କୁ ଗୃହ ସଙ୍ଗରୋଧରୁ , ୨ ଜଣଙ୍କୁ ସରକାରୀ ସଙ୍ଗରୋଧରୁ ଏବଂ ଜଣେ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here