Spread the love

ଭୁବନେଶ୍ବର : ସୋମବାର କୋଭିଡ କଟକଣା ଭାଙ୍ଗି ୪ଜଣ ଗିରଫ ହୋଇଛନ୍ତି । ଝାରପଡା ଜେଲ ନିକଟରେ ଶୋଭାଯାତ୍ରା କରୁଥିବା ସମୟରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।ତେବେ ଜେଲରୁ ବେଲରେ ବାହାରିଥିବା ଅଭିଯୁକ୍ତଙ୍କୁ ରାଲିରେ ନେଉଥିବା ବେଲେ ଖୋଲା ଜିପରେ ଶୋଭାଯାତ୍ରା କରୁଥିଲେ ।କୋଭିଡ କଟକଣା ଭାଙ୍ଗି ଥିବା ଅଭିଯୋଗରେ ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି ।ଅନ୍ୟପଟେ ଭୀମଟାଙ୍କି ଅମରେଶ ନାୟକ ହତ୍ୟା ଘଟଣାରେ ଜେଲ ଯାଇଥିଲେ ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here