Spread the love

ବେଜିଂ: ଚୀନର ଗୁଆଙ୍ଗକ୍ସି ପ୍ରଦେଶରେ ଏକ ପ୍ରାଥମିକ ବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସ୍କୁଲର ନିରାପତ୍ତା ରକ୍ଷୀ ଛୁରୀ ମାରିଥିବା ସରକାରୀ ଭାବେ କୁହାଯାଇଛି । ଏ ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି । ଏବେ ଚୀନରେ ଉଦଭ୍ରାନ୍ତ ଲୋକଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଛୁରାମାଡ଼ ଘଟଣା ବୃଦ୍ଧି ପାଇଛି । ଆକ୍ରମଣକାରୀମାନେ ମୁଖ୍ୟତଃ କିଣ୍ଡରଗାର୍ଟେନ, ପ୍ରାଥମିକ ସ୍କୁଲ ଓ ଯାତ୍ରୀବାହୀ ଯାନରେ ଏପରି ଘଟଣା ଘଟାଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here