Spread the love

ଭୁବନେଶ୍ୱର
ଆଜି ରାଜ୍ୟରୁ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭୯୨ ଜଣ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ସଙ୍ଗରୋଧ କେନ୍ଦ୍ରରୁ ୨୪୭୮ ଜଣଙ୍କୁ ଚିହ୍ନଟ କରାଯାଇଛି । ଏବେ ମୋଟ ସଂକ୍ରମିତ ସଂଖ୍ୟା ୧୬୨୯୨୦ରେ ପହଞ୍ଚିଛି । ଏବେ ୩୬୪୭୩ଟି ମାମଲା ସକ୍ରିୟ ରହିଥିବାବେଳେ ୧୨୫୭୩୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ଅନୁଗୁଳରୁ ୧୪୭, ବାଲେଶ୍ୱରରୁ ୧୫୦, ବରଗଡରୁ ୧୮୩, ଭଦ୍ରକରୁ ୫୫, ବଲାଙ୍ଗୀରରୁ ୯୭, ବୌଦ୍ଧରୁ ୨୨, କଟକରୁ ୩୭୪, ଦେଓଗଡରୁ ୧୮, ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମ।।ଳରୁ ୭୩, କେନ୍ଦ୍ରାପଡାରୁ ୯୯, କେନ୍ଦୁଝରରୁ ୮୭, ଖୋର୍ଧାରୁ ୮୭୬, କୋରାପୁଟରୁ ୮୩, ମାଲକାନଗିରିରୁ ୬୪, ମୟୁରଭଞ୍ଜରୁ ୧୩୧, ନବରଙ୍ଗପୁରରୁ ୮୬, ନୟାଗଡରୁ ୪୭, ନୂଆପଡାରୁ ୧୧୯, ପୁରୀରୁ ୨୮୭, ରାୟଗଡାରୁ ୮୦, ସମ୍ବଲପୁରରୁ ୧୧୪, ସୋନପୁରରୁ ୭୪, ସୁନ୍ଦରଗଡରୁ ୩୮,ଷ୍ଟେଟପୁଲରୁ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here