Spread the love

ଭୁବନେଶ୍ୱର
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢି ଚାଲିଛି । ଏହା ସହିତ କରୋନା ପରୀକ୍ଷାକୁ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି କରାଯାଉଛି ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୯୩୯୩ କରୋନା ଟେଷ୍ଟ ହୋଇଛି । ଏହି ସମୟରେ ଆରଟିପିସିଆର ମାଧ୍ୟମରେ ୮୭୨୮, ଆଣ୍ଟିଜେନରେ ୪୦୫୧୪ ଏବଂ ଟ୍ରୁନଟରେ ୧୫୧ ପରୀକ୍ଷା ହୋଇଛି । ତେବେ କେନ୍ଦ୍ରାପଡା ଜିଲ୍ଲାରେ ସବୁଠାରୁ ଅଧିକ ୪୭୭୧ କରୋନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here