Spread the love

ଭୁବନେଶ୍ବର, ରାଜ୍ୟରେ ଆସନ୍ତା ଆଗାମୀ ଚାରିମାସ ପାଇଁ ହିତାଧିକାରୀ ମାନଙ୍କୁ ମଧୁବାବୁ ପେନସନ ଟଙ୍କା ମିଳିବା ନେଇ ସୂଚନା ମିଳିଛି । ଏନେଇ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ,ଅକ୍ଟୋବର ,ନଭେମ୍ବର ଓ ଡିସେମ୍ବର ମାସର ଟଙ୍କା ମିଳିବ । ଏହାସହ ସେପ୍ଟେମ୍ବରରେ ଏକକାଳୀନ ଭାବେ ଏହି ୪ମାସର ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here