Spread the love

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ସମେତ ୫ଜଣ ଖେଳାଳୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ଏମାନେ ଅଭ୍ୟାସ ପାଇଁ ଅବସ୍ଥାନ କରୁଥିଲା ବେଳେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମନପ୍ରୀତଙ୍କ ବ୍ୟତିତ ସୁରେନ୍ଦ୍ର କୁମାର, ଯଶକରଣ ସିଂହ, ବରୁଣ କୁମାର ଓ କ୍ରୀଷନ ବାହାଦୁର ପାଠକ କରୋନାରେ ସଂକ୍ରମିତ ହୋଇଥବବା ଜଣାପଡ଼ିଛି । ସମସ୍ତଙ୍କୁ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here