Spread the love

କଟକ: କଟକରେ ଜଣେ ବୃଦ୍ଧା ଆଜି ଫଳ କିଣୁଥିଳା ବେଳେ ଲୁଟେରାଙ୍କ ଶିକାର ହୋଇଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବୃଦ୍ଧା ଜଣକ ବଡ଼ ଡାକ୍ତରଖାନା ରୋଡରେ ରାସ୍ତା କଡ଼ରୁ ଫଳ କିଣୁଥିଲା ବେଳେ ଲୁଟେରା ମାନେ ତାଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟ କରିଛନ୍ତି । ବୃଦ୍ଧା ଜଣକ ମଙ୍ଗଳାବାଗ ଥାନାରେ ଏ ସମ୍ପର୍କରେ ଏତଲା ଦେବା ପରେ ପୋଲିସ ଛାନଭିନ ଚଳାଇଛି ।

LEAVE A REPLY

Please enter your comment!
Please enter your name here