Spread the love

ଅଯୋଧ୍ୟା: ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ ହେବ। ଏଥିପାଇଁ ବହୁ ରୂପରେ ସଜେଇ ହୋଇଛି ପୁରା ଅଯୋଧ୍ୟା । ଅଯୋଧ୍ୟାରେ ଭଜନ କୀର୍ତ୍ତନ ଆରମ୍ଭ ହୋଇସାରିଛି। ଏହି ଅବସରରେ ଭୂମି ପୂଜା ପାଇଁ ୫୧୦୦ କଳସ ଜଳ ପ୍ରସ୍ତୁତ କରାଯାଇଛି। ସମସ୍ତ କଳସର ଜଳକୁ ଭୂମି ପୂଜାରେ ବ୍ୟବହାର କରାଯିବ । ଏହି ବିଶେଷ ଅବସରରେ ଅଯୋଧ୍ୟାରେ ଆଜି ଏବଂ ଆସନ୍ତା କାଲି ଦୀପ ପ୍ରଜ୍ୱଳିତ ହେବ। ଉତ୍ସବରେ ୧୭୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି । ଭୂମି ପୂଜନ ଉତ୍ସବ ଅପରାହ୍ନ ୨ଟା ଯାଏ ଚାଲିବ ।

LEAVE A REPLY

Please enter your comment!
Please enter your name here