Spread the love

ନରସିଂହପୁର
କରୋନା ଭାଇରସ ଧିରେ ଧିରେ ଗ୍ରାମାଞ୍ଚଳରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । କଟକ ଜିଲ୍ଲା ନରସିଂହପୁର ବ୍ଲକର ବାଲିଝାରି ଏବଂ ରୁଷିପଡା ପଞ୍ଚାୟତରୁ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ୨ ପଞ୍ଚାୟତକୁ ୫ ଦିନ ଲାଗି ଆଗାମୀ ୨୬ ତାରିଖ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଉଭୟ ପଞ୍ଚାୟତର ସରପଞ୍ଚ ସଂକ୍ରମଣକୁ ରୋକିବା ଲାଗି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here