Spread the love

ନୂଆଦିଲ୍ଲୀ; ଆଜି ସକାଳେ ଶେଷ ହୋଇଥିବା ୨୪ ଘଣ୍ଟାରେ ଦେଶରେ ମୋଟ ୫୨,୯୭୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୦୩,୬୯୬କୁ ବୃଦ୍ଧି ପାଇଛି । ଏବେ ଦେଶରେ ୫,୭୯,୩୫୭ ଜଣ ସକ୍ରୀୟ କରୋନା ରୋଗୀ ଥିଲା ବେଳେ ୧୧,୮୬,୨୦୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୩୮,୧୩୫ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here