Spread the love

କଟକ
ଆଜି କଟକ ଜିଲ୍ଲାରୁ ୭୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସିଏମସି ତଥା କଟକ ସହରର ୫୩ ଜଣ ସାମିଲ ଅଛନ୍ତିା ଏହା ସହିତ ନରସିଂହପୁରରୁ ୫ ଜଣ, ସଦରରୁ ୪ ଜଣ, ଟାଙ୍କୀ ଏବଂ ବଡମ୍ବାରୁ ୨ ଜଣ ଲେଖାଏଁ, ଚୌଦ୍ୱାର, ଡମପଡା, କଣ୍ଟାପଡା, ମାହାଙ୍ଗା, ନିଆଳି ଏବଂ ସାଲେପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିରେ ସାମିଲ ଥିବା ସ୍ଥାନୀୟ ଏବଂ ଅନ୍ୟ ସଂକ୍ରମିତଙ୍କ ତଥ୍ୟ ପିଡି, ଡିଆରଡିଏ ଏବଂ ସିଏମସିକୁ ଦିଆଯାଇଛି । କଟକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here