Spread the love

ନୂଆଦିଲ୍ଲୀ
ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ନୂଆ ରେକର୍ଡ ପ୍ରତିଷ୍ଠା କରିବାରେ ଲାଗିଛି । ସମ୍ପୁଲ ଟେଷ୍ଟ ବଢିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଗତ କାଲି ସୁଦ୍ଧା ଦେଶରେ ୫ ଲକ୍ଷରୁ ଅଧିକ କରୋନା ଟେଷ୍ଟ ହୋଇଛିା ଏ ପର୍ଯ୍ୟନ୍ତ ୫୯୪୨୯୧୧୫ ସାମ୍ପୂଲ ଟେଷ୍ଟ କରାଗଲାଣି । କେବଳ ଗତ କାଲି ୧୧୧୬୮୪୨ ନମୂନା ପରୀକ୍ଷା କରାଯାଇଛି । ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here