Spread the love

ଭୁବନେଶ୍ୱର
ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟ ହୋଇଛି । ଏବେ ସରକାର ଏହି ବନ୍ୟା ପରିଚାଳନାର ଦାୟିତ୍ୱ ୬ ଆଇଏଏସ ଅଧିକାରୀଙ୍କୁ ଦେଇଛନ୍ତି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡିକେ ସିଂହଙ୍କୁ କଟକ, ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭି ଭି ଯାଦବଙ୍କୁ ଯାଜପୁର ଏବଂ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here