Spread the love

ଭୁବନେଶ୍ୱର: ରାଜ୍ୟରେ ଆଜି ୬୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ସୁସ୍ଥ ହୋଇଥିବା ୬୫ ଜଣଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୪ ଜଣ ଅଛନ୍ତି । ଜଗତସିଂହପୁର-କେନ୍ଦ୍ରାପଡ଼ାରେ ୧୦ ଜଣ ଲେଖା, ଭଦ୍ରକରେ ୮, କେନ୍ଦୁଝରରେ ୭, ବଲାଙ୍ଗୀରରେ ୬, ଖୋର୍ଦ୍ଧାରେ ୩, ବଲେଶ୍ୱର-ଯାଜପୁରରେ ୨ ଜଣ ଲେଖା, ଢେଙ୍କାନାଳ-ଝାରସୁଗୁଡ଼ା-କନ୍ଧମାଳରେ ଜଣେ ଲେଖା କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏବେ ସୁଦ୍ଧା ରାଜ୍ୟରେ ୧୪୮୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here