Spread the love

କଟକ: କଟକ ସହରର ଆଜି ମୋଟ ୭୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସଂଗରୋଧରୁ ଥିବା ବେଳେ ୩୧ ଜଣ କଣ୍ଟେନମେଣ୍ଟ ଜୋନ୍ ରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୩ ଜଣ ହୋମ କ୍ୱରେନଣ୍ଟାଇନ୍ ରୁ ଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି ।  କଟକ ସହରରେ ଏବେ ସୁଦ୍ଧା ୨,୫୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧,୫୮୨ ଜଣ ସୁସ୍ଥ ହୋଇଛନ୍ତି। ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୯୨୧ ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here