Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୩୮୦କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ୪ ଜଣ,କଟକ, ଢେଙ୍କାନାଳ, ଖୋର୍ଧା ଏବଂ ପୁରୀରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତିା ଆଜି ଭୁବନେଶ୍ୱରର ଜଣେ ୫୯ ବର୍ଷୀୟ ପୁରୁଷ, କଟକର ଜଣେ ୮୨ ବର୍ଷୀୟ ବୃଦ୍ଧ, ଢେଙ୍କନାଳର ଜଣେ ପୁରୁଷ(୫୮), ପୁରୀର ଜଣେ ୭୬ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସେହିପରି ଗଞ୍ଜାମର ୬୨,୮୨,୪୮ ବର୍ଷୀୟ ୩ ଜଣ ପୁରୁଷ ଏବଂ ୫୭ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here