1212606617
Spread the love

ଭୁବନେଶ୍ୱର
ଆଜି ରାଜ୍ୟରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଠି । ସେମାନଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ବୃଦ୍ଧ(୬୦), ଭୁବନେଶ୍ୱରର ଜଣେ ୭୨ ବର୍ଷୀୟ ବୃଦ୍ଧ, କଟକର ୬୬ ବର୍ଷୀୟ ବୃଦ୍ଧା ଏବଂ୬୭ ବର୍ଷୀୟ ଜଣେ ବୃଦ୍ଧ, ଗଞ୍ଜାମରୁ ୭୮ ବର୍ଷୀୟ ଜଣେ ବୃଦ୍ଧା, ୫୬ ଓ ୪୫ ବର୍ଷୀୟ ୨ ଜଣ ପୁରୁଷ ସାମିଲ ଅଛନ୍ତି । ଏହା ସହିତ କନ୍ଧମାଳର ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ଏବେ ମୋଟ ମୃତ୍ୟୁସଂଖ୍ୟା ୫୨୨ରେ ପହଞ୍ଚି ଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here