Spread the love

ଭୁବନେଶ୍ୱର: କମିଶନରେଟ ପୋଲିସ ଦ୍ୱାରା ଆଜି ଭୁବନେଶ୍ୱରରୁ ୮ ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୭୦ଟି ମୋବାଇଲ, ୨୩ ଲ୍ୟାପଟପ ଓ ୯ଟି ଚୋରା ବାଇକ ଜବତ କରାଯାଇଛି । ଏମାନେ ଦୁଇଟି ଦଳରେ ବିଭକ୍ତ ହୋଇ ଡକାୟତି କରୁଥିଲେ । ଗୋଟିଏ ଦଳ ଘରେ ପଶି ଲୁଟୁଥିଲା ବେଳେ ଅନ୍ୟ ଦଳ ରାଜପଥରେ ଡକାୟତି କରୁଥିଲା । ଲୋକଙ୍କ କବଳରୁ ଖସିବା ପାଇଁ ଡକାୟତ ମାନେ ଦେହରେ ତେଲ ବୋଳୁଥିଲେ ବୋଲି ପୋଲିସ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here