Spread the love

ବ୍ରହ୍ମପୁର
ଗଞ୍ଜାମ ଜିଲ୍ଲାର ୮୨ ପ୍ରତିଶତ ଗ୍ରାମ ଗ୍ରୀନ ଜୋନରେ ରହିଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଉକ୍ତ ୮୨ ପ୍ରତିଶତ ଗ୍ରାମରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେବେ ଆକ୍ରାନ୍ତ ଥିବା ବାକି ୧୮ ପ୍ରତିଶତ ଗ୍ରାମକୁ ରେଡ ଜୋନ କରାଯାଇଛି । ସହରାଞ୍ଚଳ ଏବଂ ସମ୍ପୃକ୍ତ ଅଞ୍ଚଳକୁ ଅଧିକ ଫୋକସ କରାଯାଉଛି । ଏବେ ସହରାଞ୍ଚଳରେ ସ୍କ୍ରିନିଂ ଚାଲିଛି ଏବଂ କାଲି ଠାରୁ ଗ୍ରାମାଞ୍ଚଳରେ ଏହା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here