Spread the love

ଚେନ୍ନାଇ: ଚେନ୍ନାଇ ଠାରୁ ୧୯୦ କିମି ଦୂରରେ ଥିବା ତାମିଲନାଡୁର କୁଡାଲୋର ଜିଲ୍ଲା କାଟ୍ଟୁମାନ୍ନାରକୋଲରେ ଥିବା ଏକ ବାଣ କାରଖାନାରେ ବିସ୍ପୋରଣ ଘଟି ପାଖାପାଖି ୯ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ ସୂଚନା ଦେଇଛି । କାରଖାନାରେ କାହିଁକି ନିଆଁ ଲାଗିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here