Spread the love

ସମ୍ବଲପୁର ; ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା । ସମ୍ବଲପୁର ଜିଲ୍ଲା ଭୀମସାର ମେଡିସିନ ବିଭାଗରେ ୯ ଜଣ ଡାକ୍ତର କରୋନା ପଜିଟିଭି ଚିହ୍ନଟ ହୋଇଥିବା ନେଇ ମଙ୍ଗଳବାର ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର ସୂଚନା ଦେଇଛନ୍ତି ।ତେବେ ପଜିଟିଭ୍ ଚିହ୍ନଟ ପରେ ଭୀମସାର କର୍ତ୍ତୃପକ୍ଷ ମେଡିସିନ ବିଭାଗର ଓପିଡିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here