Spread the love

କଟକ: କଟକ ସହରର ଆଜି ମୋଟ ୯୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସଂଗରୋଧରୁ ଥିବା ବେଳେ ୧୦ ଜଣ କଣ୍ଟେନମେଣ୍ଟ ଜୋନ୍ ରୁ ଚିହ୍ନଟ ହୋଇଛନ୍ତି । ଏହାସହ ୩୭ ଜଣ ହୋମ କ୍ୱରେନଣ୍ଟାଇନ୍ ରୁ ଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । କଟକ ସହରରେ ଏବେ ସୁଦ୍ଧା ୨,୧୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧,୩୧୮ ଜଣ ସୁସ୍ଥ ହୋଇଛନ୍ତି। ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୮୨୨ ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here