Spread the love

ଭୁବନେଶ୍ୱର: ରାଜ୍ୟରେ ସୋମବାର ଗୋଟିଏ ଦିନରେ ୯୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାଜପୁରରେ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିଲା ବେଳେ ଖୋର୍ଦ୍ଧାରେ ୧୩, କେନ୍ଦ୍ରାପଡ଼ାରେ ୧୧, ଗଞ୍ଜାମରେ ୯, ଦେବଗଡ଼ରେ ୮, କଟକ-ଜଗତସିଂପୁରରେ ୭ ଜଣ ଲେଖା, ବାଲେଶ୍ୱର-ବରଗଡ଼-କେନ୍ଦୁଝରରେ ୬ ଜଣ ଲେଖା, କେନ୍ଦୁଝରରେ ୪ ଓ ନୟାଗଡ଼ରେ ୩ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here