Spread the love

ବୌଦ୍ଧ ,ପୁରୁଣା କଟକ ବୁରୁଗୁଡା ଗାଁର ପାହାଡି ନାଳରେ ଜଣେ ୫ ବର୍ଷର ଶିଶୁ ପଥର ସନ୍ଧିରେ ଫସି ରହିଥିବା ଦେଖିବାକୁ ମିଳିଥିଲା ।ଓଡିଶା ଅଗ୍ନିଶ୍ରମ ବାହିନୀ ଦ୍ବାରା ଅଢେଇ ଘଣ୍ଟାର ପରିଶ୍ରମ ପରେ ଶିଶୁଟି ଉଦ୍ଧାର ହୋଇଥିବା ଅଗ୍ନିଶ୍ରମ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ, ସକାଳେ ପିଲାଟି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲା ।ଗାଧୋଇବା ସମୟରେ ପଥର ସନ୍ଧିରେ ଗୋଡ ଫସି ଯାଇଥିଲା ।

LEAVE A REPLY

Please enter your comment!
Please enter your name here