Spread the love

ଭୁବନେଶ୍ୱର : ମହିଳା ପୋଲିସ ଏସଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଆଜି ଜଣଙ୍କୁ ନୟାପଲ୍ଲୀ ପୋଲିସ ଗିରଫ କରିଛି । ମହିଳା ଜଣଙ୍କ କୋଭିଡ ପରିଚାଳନା ଦାୟିତ୍ବରେ ଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।ଅଭିଯୁକ୍ତ ଜଣଙ୍କ ମହିଳା ଏସଆଇଙ୍କୁ ଦୁର୍ବ୍ୟବହାର କରିବା ସହ ମାସ୍କ ପିନ୍ଧିନଥିବା ପୋଲିସ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here