Spread the love

ନୂଆଦିଲ୍ଲୀ ; ଆଜି ରାଜନେତା ମାନଙ୍କ ନାମରେ ଥିବା ଅପରାଧିକ ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଘୋଷଣା କରିଛନ୍ତି । ସାରା ଦେଶରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଥିବା ପ୍ରାୟ ୪୦୦୦ରୁ ଅଧିକ ଅପରାଧିକ ମାମଲାର ବିଚାର ନିମନ୍ତେ ସ୍ବତନ୍ତ୍ର କୋର୍ଟ ଗଠନ ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।ଏହି ଅବସରରେ ସୁପ୍ରିମକୋର୍ଟ ସବୁ ରାଜ୍ୟରେ ଥିବା ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।ତେବେ ଆସନ୍ତା ସୋମବାର ଏହି ମାମଲାର ଶୁଣାଣି ବେଳେ ଅଦାଲତ କୋଠରୀରେ ନେତାମାନଙ୍କ ଟ୍ରାଏଲ କରାଯିବା ପାଇଁ ବିଚାରବିମର୍ଷ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here