Spread the love

ମାଲକାନଗିରି: ମାଲକାନଗିରି ପୌରାଞ୍ଚଳରେ ଥିବା ଦୋକାନ ଗୁଡ଼ିକ ପାଇଁ ଏ-ବି-ସି ନିୟମ ଲାଗୁ କରାଯାଇଛି । ଅର୍ଥାତ୍‌ ଏହି ତିନୋଟି ବର୍ଗରେ ବିଭକ୍ତ ହୋଇଥିବା ଦୋକାନ ଦିନେ ଛାଡ଼ି ଦିନେ ଖୋଲା ରହିବ । ସହରରେ କୋଭିଡ୍‌ ନିୟମ ମାନି ଦୋକାନ ଖୋଲିବା ପାଇଁ ଏହି ନିଷ୍ପତି ନିଆଯାଇଛି । ତେବେ ଏ ବର୍ଗରେ ଔଷଧ ଦୋକାନ ରହିଥିବା ବେଳେ ଏହା ସକାଳ ୭ରୁ ଦିନ ୩ଟା ଯାଏ ଖୋଲା ରହିବ । ସେହିପରି ବି ଓ ସି ବର୍ଗରେ ଅନ୍ୟ ସମସ୍ତ ଦୋକାନ ଥିବା ବେଳେ ଏହା ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here