Spread the love

ମୁମ୍ବାଇ: କରୋନା ସଂକ୍ରମିତ ହୋଇଥିବା ଅଭିନେତା ଅଭିଷେକ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ ପତ୍ନୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପିତା ଅମିତାଭ ବଚ୍ଚନ ମଧ୍ୟ ସୁସ୍ଥ ହୋଇଛନ୍ତି । ବଚ୍ଚନ ପରିବାର ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ େଉଥିଲେ । ସୁସ୍ଥ ହେବା ସମ୍ପର୍କରେ ଅଭିଷେକ ନିଜେ ଟ୍ୱିଟରରେ ସୁଚନା ଦେଇଛନ୍ତି । ସେ ୨୯ ଦିନ ଡାକ୍ତରଖାନାରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here