Spread the love

ମୁମ୍ବାଇ : ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି । ଏନେଇ ସେ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି | ସେ ଲେଖିଛନ୍ତି , ଏହା ମୋ କର୍ତ୍ତବ୍ୟ କି ମୁଁ କରୋନା ପଜେଟିଭ ଆସିଥିବା ସମସ୍ତଙ୍କୁ ଜଣାଇଦେଉଛି । ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ କ୍ଵାରେଣ୍ଟାଇନରେ ଅଛି ।ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଗକୁ ସୂଚନା ଦେବେ ବୋଲି କହିଛନ୍ତି |ଏହି ଭାଇରସକୁ ସମସ୍ତେ ମିଶିକରି ହରାଇବା ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here