Spread the love

ଭୁବନେଶ୍ବର : ଆଜି ବନ ବିଭାଗ ଦ୍ବାରା ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି । ବ୍ରହ୍ମପୁର ରେଞ୍ଜ ବାଲିପଡା ଅଞ୍ଚଳରୁ ମୋବାଇଲ ସ୍କ୍ବାଡ ମାଧମରେ ଏହି ବାଘଛାଲ ଜବତ ହୋଇଛି । ବନ ବିଭାଗ ଗୋଟିଏ ବାଇକ ସହ ଜଣଙ୍କୁ ଗିରଫ କରିଛି । ଏନେଇ ବ୍ରହ୍ମପୁର ଡିଏଫଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here