Spread the love

ନୂଆଦିଲ୍ଲୀ; ଶନିବାର ଭାରତୀୟ ବାୟୁସେନାରେ ସେଣ୍ଟ୍ରାଲ ଏୟାର କମାଣ୍ଡ(ସିଏସି)ର ସିନିୟର ଏୟାର ଷ୍ଟାଫ ଅଧିକାରୀ ଭାବେ ଏୟାର ମାର୍ସଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାରେ ଫାଇଟର ପାଇଲଟ ଭାବେ ଦିଲ୍ଲୀପ କୁମାର ୮ ଜୁନ ୧୯୮୪ରେ ନିଯୁକ୍ତି ପାଇଥିଲେ। ପୂର୍ବରୁ ଏୟାର ମାର୍ସଲ ଦିଲ୍ଲୀପ କୁମାର ପଟ୍ଟନାୟକ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ସେ ଫ୍ରଣ୍ଟଲାଇନ୍‌ ଫାଇଟର ସ୍କାର୍ଡନର କମାଣ୍ଡିଙ୍ଗ ଅଫିସର, ଏୟାର ମାର୍ସଲ, ଚିଫ୍‌ ଷ୍ଟାଫ୍‌ ଅଫିସର ଓ ଏୟାର ଷ୍ଟାଫ ଅପରେସନରେ ଆସିଷ୍ଟାଣ୍ଟ ମୁଖ୍ୟ ଭାବେ ନିଜର ଦାୟିତ୍ୱ ତୁଲାଇ ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here