Spread the love

ନୂଆଦିଲ୍ଲୀ : ରାଜ୍ୟସଭାରେ ପାରିତ ହୋଇଥିବା କୃଷି ବିଲ ଆଇନକୁ ନେଇ ଏବେବି ବିବାଦ ଲାଗିରହିଛି । ଏହି ପରିପେକ୍ଷୀରେ ଆଜି ଅକାଲୀ ଦଳର ହରସିମରତ କୋରଙ୍କୁ ପୋଲିସ ଗିରଫ କରିଛି ।ନୂତନ ଚାଷ ନିୟମକୁ ବିରୋଧ କରି ଚଣ୍ଡିଗଡ଼ରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here