Spread the love

କଟକ; ଅଗଷ୍ଟ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଗାଇଡ ଲାଇନ । ତେବେ ଅଗଷ୍ଟ ୩୧ ଯାଏଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଶନିବାର ବନ୍ଦ କରାଯିବା ନେଇ ନିଷ୍ପତି ନିଆଯାଇଛି । ଏହାସହ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ରାଜ୍ୟ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୩ଦିନ ହୋମକ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ , ମଣ୍ଡପ ଓ ଦୋକାନ ମାନଙ୍କରେ ସାମାଜିକ ଦୂରତ୍ବ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମଣ୍ଡପ ଓ ଦୋକାନକୁ ସିଲ କରାଯିବା ନେଇ ଏସଆରସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here