Spread the love

ନୂଆଦିଲ୍ଲୀ; ଶନିବାର ରାଜ୍ୟସଭା ସାଂସଦ ଅମର ସିଂ ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘଦିନ ଧରି ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । ୨୦୧୬ରେ ସେ ରାଜନୀତିରେ ସକ୍ରିୟ ଥିଲେ । ରାଜନୀତି ଜଗତରୁ ଆରମ୍ଭ କରି ବଲିଉଡ୍ ଜଗତ ପର୍ୟ୍ୟନ୍ତ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଏହାସହ ନିଜର ମଜାଳିଆ ବ୍ୟକ୍ତିତ୍ଵ ପାଇଁ ସେ ଲୋକଙ୍କ ଠାରୁ ବେଶ୍ ପ୍ରଶଂସା ମଧ୍ୟ ସାଉଁଟିଥିଲେ।

LEAVE A REPLY

Please enter your comment!
Please enter your name here