Spread the love

ନୂଆଦିଲ୍ଲୀ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ସେ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ପୁଣିଥରେ ଅଗଷ୍ଟ ୧୮ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here