Spread the love

ନୂଆଦିଲ୍ଲୀ : ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇ ଏମ୍ସ ହସ୍ପିଟାଲରୁ ଡିସର୍ଚାଜ ହୋଇଛନ୍ତି । ତେବେ ସେ ସୋମବାର ଠାରୁ ସଂସଦରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ,ଶାହା କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ।ଡାକ୍ତରଖାନାରୁ ଡିସଚାର୍ଜ ହେବାର ପ୍ରାୟ ଦୁଇ ସପ୍ତାହ ପରେ ପୁନ୍ଃ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here