Spread the love

ନୂଆଦିଲ୍ଲୀ : ସୁସ୍ଥ ହେଲେ ଅମିତ ଶାହା । ଅମିତ ଶାହା ସୁସ୍ଥ ହେବା ନେଇ ଏମସ ପକ୍ଷରୁ ସୂଚନା ମିଳିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ଅମିତ ଶାହା । ଶାହା ଖୁବ ଶ୍ରୀଘ୍ର ଘରକୁ ଫେରିବାକୁ ଯାଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଅଗଷ୍ଟ ୧୮ ତାରିଖରେ ପୂର୍ଣ୍ଣବାର ଅମିତ ଶାହା ଏମସ ରେ ଭର୍ତ୍ତି ହୋଇଥିଲେ । ଏମ୍‌ସ୍‌ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ।

LEAVE A REPLY

Please enter your comment!
Please enter your name here