Spread the love

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଜବାନ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଫଳରେ ସିଆରପିଏଫରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଉକ୍ତ ଜବାନ କାଶ୍ମୀରରେ ମୁତୟନ ହୋଇଥିଲେ । ଅନନ୍ତନାଗରେ ମୁତୟନ ହୋଇଥିବା ସିଆରପିଏଫର ୂ୯୦ ବାଟାଲିୟନରେ ସେ ନର୍ସିଂ ସହାୟକ ଭାବେ କାର୍ଯ୍ୟ କରୁଥିଲେ । ଜୁନ ୫ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତାଙ୍କ ଘର ଉତ୍ତର ପ୍ରଦେଶର ମୋରାଦାବାଦରେ ।

LEAVE A REPLY

Please enter your comment!
Please enter your name here