Spread the love

କଟକ : ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହାକୁ ନେଇ ଏବେ ସାଧାରଣରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷା କର୍ମୀଙ୍କ ସହ ବାହାରକୁ ଗଲେ ବର୍ଷା । ଘର ବାହାରେ ବର୍ଷାଙ୍କ ସମ୍ପର୍କୀୟ କେହି ଜଣେ ତାଙ୍କୁ କାରରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ବର୍ଷା କେଉଁଠାକୁ ଓ କାହା ପାଖକୁ ଯାଇଛନ୍ତି ଏନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ ।

LEAVE A REPLY

Please enter your comment!
Please enter your name here