Spread the love

ଭୁବନେଶ୍ୱର
ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଛତିଶଗଡ ରାୟଗଡ ଜେଲ ଅଧୀକ୍ଷକ ଏନକେ ତେହରିଆ ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଡବଲ ମର୍ଡର ମାମଲାରେ ଅନୁପ ଗିରଫ ହୋଇ ଜେଲରେ ଅଛନ୍ତି । ବ୍ରଜରାଜନଗର ମା, ଝିଅ ହତ୍ୟା ମାମଲାରେ ସେ ଗିରଫ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here