Spread the love

ପୁରୀ :ପୁରୀବାସୀଙ୍କୁ ଛାଡି ରାଜ୍ୟବାସୀଙ୍କୁ ମିଳିବନି ଅବଢା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଅବଢା ଉପରେ କଟକଣା ଜାରି କରାଯାଇଛି ।ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲାଗିଥିବା ସୂଚନା ମିଳିଛି ।ତେବେ କଟକଣାକୁ ଦୃଷ୍ଟିରେ ରଖି କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢା ରନ୍ଧା ହେବ ବୋଲି ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି । ଆନୁମାନିକ ହଜାରେ କିମ୍ବା ଦେଢ ହଜାର ଲୋକଙ୍କ ପାଇଁ ଦୈନିକ ଅବଢା ରନ୍ଧାହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here